ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲ କମେଡ଼ି ସୋ’ କପିଲ୍ ଶର୍ମା ନିଜ ସୋ’କୁ ଏବେ ବନ୍ଦ ରଖିଛନ୍ତି। ନିଜର ବ୍ୟକ୍ତିଗତ କାରଣ ଓ ପାରିବାରିକ ସମସ୍ୟା ଯୋଗୁ କିଛିଦିନ ପାଇଁ ସେ ଏହି ସୋ’ରୁ ବିରତୀ ନେଇଛନ୍ତି । ତେବେ ବର୍ତମାନେ ସୋ’ଟି ବନ୍ଦ ଥିବାରୁ ଏଥିରେ ପୂର୍ବରୁ କାମ କରୁଥିବା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର (ଗୁଥୀ) ପୁଣିଥରେ ସୋ’କୁ ଫେରିବା କଥା ନେଇ ଗୁଜବ ଉଠିଛି । ତେବେ ଅଫିସିଆଇଲି କୌଣସି ସେଭଳି ସୂଚନା ମିଳିନଥିବା ବେଳେ ଏହା କେବଳ ଉଡ଼ା କଥା ବୋଲି ଏକ ଇଂରାଜୀ ଗଣମାଧ୍ୟମକୁ ଅଭିନେତା ସୁନୀଲ କହିଛନ୍ତି ।





More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..