ରିପୋର୍ଟ କାର୍ଡ / ବାଲେଶ୍ୱର
ବଜ୍ରପାତରେ ୫୦ମାଙ୍କଡ଼ଙ୍କର ମୃତ ହୋଇଛି | ଏହି ଏକ ଘଟଣା ଆସିଛି ବାଲେଶ୍ୱର ଜିଲ୍ଲାର ଗୋଡସାହି ବ୍ଲକର ବାଲିଆପାଳ ଗ୍ରାମରୁ । ବଜ୍ରଅପାତରେ ପ୍ରାୟ ୫୦ଟି ମାଙ୍କଡର଼ ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ, ବାଲିଆପାଳ ଗ୍ରାମର ପ୍ରତ୍ତାପ ମାଝୀଙ୍କ ଘର ପଛପଟେ ୧୫୦ ବର୍ଷ ପୁରୁଣା ଏକ ତେନ୍ତୁଳି ଗଛ ରହିଛି । ଗତକାଲି ରାତିରେ ଅତ୍ୟଧିକ ବଜ୍ରଘାତ ହପଇଥିବାରୁ ପ୍ରାୟ ୫୦ଟି ମାଙ୍କଡ଼ଙ୍କ ମୃତ୍ୟୁ ହୋଇଥିଲା । ଘଡଘଡି ଓ ବଜ୍ରପାତ ବନ୍ଦ ହେବା ପରେ ଗ୍ରାମବାସୀ ପ୍ରାୟ ୫୦ଟି ମାଙ୍କଡ଼ର ମୃତ ଦେହ ଗଛ ତଳେ ପଡି଼ଥିବାର ଦେଖିଥିଲେ ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ଜଳିଗଲା ବସ୍,୧୦ ମୃତ……
ରାଜା ଚକ୍ର ସମେତ ୧୧ ଅଭିଯୁକ୍ତଙ୍କ ନାଁରେ ଇଡି ଚାର୍ଜସିଟ୍…..