ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଇସ୍ରାଏଲ ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡ୍ଭାଇଜରିକୁ ଅପ୍ଡେଟ୍ କରିଛି। କଶ୍ମୀରରେ ଥିବା ଇସ୍ରାଏଲୀ ନାଗରିକଙ୍କୁ ତୁରନ୍ତ ଫେରିଆସିବାକୁ ଏହି ଆଡଭାଇଜରିରେ କୁହାଯାଇଛି। ସେହିପରି ସାମ୍ପ୍ରତିକ ସ୍ଥିତିରେ ଭ୍ରମଣ ପାଇଁ ଜମ୍ମୁ-କଶ୍ମୀର ନ ଯିବାକୁ ଗୁରୁବାର ଇସ୍ରାଏଲୀ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।






More Stories
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..
ରନ୍ଓ୍ବେରେ ୨ ବିମାନ ମୁହାଁମୁହିଁ…..