ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହିଷ୍କୃତ ଏଆଇଡ଼ିଏମକେ ନେତ୍ରୀ ଭି.କେ ଶଶିକଳା ପୁଣି ରାଜନୀତିକୁ ଫେରିବା ନେଇ ସୂଚନା ମିଳିଛି | ଏହି କରୋନା ମହାମାରୀ ସମାପ୍ତ ହେବା ପରେ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ଆଭାସ ମିଳିଛି । ଶଶିକଳା ଏବଂ ଦଳର ଜଣେ କ୍ୟାଡରଙ୍କ ମଧ୍ୟରେ ହୋଇଥିବା ଫୋନ୍ ରେ କଥା ହେଉଥିବା ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ରାଜନୀତିକୁ ଫେରିବା ନେଇ ଯୋଜନାକୁ ନିଶ୍ଚିତ କରୁଥିବା ଶୁଣିବାକୁ ମିଳୁଛି । ତେବେ ଏହି ଅଡିଓ କ୍ଲିପ୍ରେ ଶୁଣିବାକୁ ମିଳିଛି ଯେ “ଚିନ୍ତା କର ନାହିଁ, ନିଶ୍ଚିତ ଭାବରେ ପାର୍ଟିର ଜିନିଷଗୁଡିକ ସଜାଡ଼ିବା, ସମସ୍ତେ ସାହସୀ ହୁଅ। କରୋନା ମହାମାରୀ ଶେଷ ହେଲେ ମୁଁ ଆସିବି।”
More Stories
ସଂସଦରେ ଠେଲାପେଲା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ….
ବର ବିନା ବିବାହ ଶୋଭାଯାତ୍ରା ହେଉଛି…..
ଶାହଙ୍କ ବିରୋଧରେ ସ୍ବାଧିକାର ନୋଟିସ୍….