ରିପୋର୍ଟକାର୍ଡ / ନୂଆଦିଲ୍ଲୀ
କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଏୟାର ଇଣ୍ଡିଆ ବିମାନ ଗତିପଥ ବଦଳାଯାଇଛି। ଦିଲ୍ଲୀରୁ ତେଲ ଆଭିଭ ଯାଉଥିବା ବିମାନ ଅବୁ ଧାବି ଅଭିମୁଖେ ଯାଇଛି । ତେଲ ଆଭିଭ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ସୂଚନା ପାଇ ଅବୁ ଧାବି ଯାତ୍ରା କରିଥିବା ସୂଚନା ମିଳିଛି। ତେଲ ଆଭିଭରେ ଅବତରଣ କରିବାର ଘଣ୍ଟାଏ ପୂର୍ବରୁ କ୍ଷେପଣାସ୍ତ୍ର ଆକ୍ରମଣ ଆଶଙ୍କାରେ ଏୟାର ଇଣ୍ଡିଆ ବିମାନ ଆବି ଧାବୁ ଗଲା। ମେ’ ୬ ଯାଏଁ ତେଲ ଆଭିଭରୁ ଦିଲ୍ଲୀ ଫେରିବାକୁ ଥିବା ବିମାନର ଉଡ଼ାଣ ବାତିଲ କରାଯାଇଥିବା ଜଣାପଡ଼ିଛି।






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..