ରାଜ୍ୟ ଓଡିଶାରେ କରୋନା ଆକ୍ରାନ୍ତ ଚିହ୍ନଟ….. Report Card Bureau July 22, 2026 ରିପୋର୍ଟ କାର୍ଡ / ଭୁବନେଶ୍ୱର ଆନ୍ଧ୍ର ପରେ ଓଡିଶାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମକେସିଜିରେ ଜଣେ ମହିଳା ରୋଗୀ କରୋନା ସଂକ୍ରମିତରେ ଚିକିତ୍ସିତ ହେଉଛନ୍ତି। କିଛି ଦିନ ହେଲା ସେ ଏମକେସିଜିରେ ଚିକିତ୍ସିତ ହେଉଥିଲେ।Post navigationPrevious ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ……Next ୩ ରଥ ଦକ୍ଷିଣ ମୋଡ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ…. September 7, 2026 Report Card Bureau 1 min read ରାଜ୍ୟ ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି…… September 7, 2026 Report Card Bureau 1 min read ଦେଶ ବିଦେଶ ରାଜ୍ୟ ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି….. September 7, 2026 Report Card Bureau
More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..