ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକିଖୋଲା ବଜାରରେ ଉପଲବ୍ଧ ହେବ କୋଭିସିଲ୍ଡ ଓ କୋଭାକ୍ସିନ ଟିକା । ବଜାରରେ ବିକ୍ରି ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛି । ସର୍ତ୍ତମୂଳକ ଅନୁମତି ଦେଇଛି ଡିସିଜିଆଇ । ଗତକାଲି କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକାର ପ୍ରତି ଡୋଜର ଦାମ ହ୍ରାସ କରିଥିଲେ କେନ୍ଦ୍ର ସରକାର । ଡୋଜ୍ ପିଛା ୧୨୦୦ ଟଙ୍କାରୁ ୨୭୫ ଟଙ୍କାକୁ ହ୍ରାସ କରାଯାଇଛି । ଏହା ସହ ଏଥିରେ ୧୫୦ ଟଙ୍କାର ସର୍ଭିସ ଚାର୍ଜ ରହିଛି । ଉଲ୍ଲେଖଯୋଗ୍ୟ, କରୋନା ବିରୋଧୀ ଲଢ଼େଇରେ ପ୍ରମୁଖ ଅସ୍ତ୍ର ଭାରେ ଉଭା ହୋଇଛି ଏହି ଦୁଇ ଟିକା । ଏଥିରେ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି କୋଭାକ୍ସିିନ ।





More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..