ମୁମ୍ବାଇ: ଭାରତର ମହିଳାମାନେ ସବୁଠୁ ସୁନ୍ଦର ଓ ଅଧିକା ଗ୍ଲାମର୍ସ । ଏହା ଅନ୍ତରାଷ୍ଟ୍ରୀୟସ୍ତରରେ ବି ପ୍ରମାଣିତ ହୋଇଛି । ଅନେକଥର ଆପଣମାନେ ମିସ୍ ୱାଲର୍ଡ ଏବଂ ମିସ୍ ୟୁନିଭର୍ସଙ୍କୁ ଟିଭିରେ ଦେଖିଥିବେ । ତେବେ କେବଳ ଫିଲ୍ମ ଜଗତରେ ନୁହେଁ ଆମ ରାଜନୀତି କ୍ଷେତ୍ରରେ ବି ଅନେକ ଗ୍ଲାମର୍ସ ମହିଳାମାନେ ଅଛନ୍ତି । ସେହି ମାନଙ୍କ ମଧ୍ୟରୁ ଭାରତର ୩ଜଣ ସୁନ୍ଦରୀ ନେତ୍ରୀ ଅଛନ୍ତି । ଯାହାଙ୍କୁ ଦେଖିଲେ ଆପଣଙ୍କ ନଜର ହଟିବନି ।
୧- ନୁସରତା ଜହାଁ: ଜଣେ ସଫଳ ଗ୍ଲାମର୍ସ ଭାରତୀୟ ଅଭିନେତ୍ରୀ ସହ ଜଣେ ନେତ୍ରୀ ବି । ଅନେକ ବଙ୍ଗାଳୀ ସିନେମାରେ ଅଭିନୟ କରି ଖୁବ୍ ସଫଳତା ସାଉଁଟିଛନ୍ତି । ୧୯୯୦ ଜାନୁଆରୀ ୮ ତାରିଖରେ କୋଲକତା ସହରରେ ଜନ୍ମ ଗ୍ରହଣ କରିଥିବା ଏହି ନେତ୍ରୀ ଜଣକ ଭବାନୀପୁର ଏଜୁକେସନ ସୋସାଇଟି କଲେଜରେ ନିଜ କ୍ୟାରିଅର ଗଢ଼ିଥିଲେ । ୨୦୧୯ରେ ସେ ରାଜନୀତି କ୍ଷେତ୍ରରେ ପାଦ ଥାପିଥିଲେ । ତୃଣମୂଳ କଂଗ୍ରେସ ପକ୍ଷରୁ ଛିଡ଼ା ହୋଇ ରାଜନୀତି କରିଥିଲେ । ୨୦୧୧ରେ ନୁସରତ ରାଜ ଚକ୍ରବର୍ତୀଙ୍କ ଫିଲ୍ମ ‘ଶତ୍ରୁ’ରେ ଡେବ୍ୟୁ କରିଥିଲେ। ୨୦୧୯ରେ ସେ ନିଖିଲ ଜୈନଙ୍କୁ ବିବାହ କରିଥିଲେ ।
୨-ଦିବ୍ୟା ସ୍ପନ୍ଦନା: ଭାରତ ସୁନ୍ଦରୀ ଦିବ୍ୟା ସ୍ପନ୍ଦନାଙ୍କ ପରିଚୟ ଫିଲ୍ମ ଜଗତରୁ ଆରମ୍ଭ ହୋଇଥିଲା । ଦକ୍ଷିଣଭାରତୀୟ ଫିଲ୍ମରେ ଅଭିନୟ କରି ବହୁ ସଫଳତା ସାଉଁଟିଛନ୍ତି । ୨୦୧୩ରେ ଏହି କନ୍ନଡ଼ ଅଭିନେତ୍ରୀ ଜଣକ ରାଜନୀତି କ୍ଷେତ୍ରରେ କଂଗ୍ରେସ ସଦସ୍ୟ ଭାବେ ପାଦ ଦେଇଥିଲେ ।
୩-ଡିମ୍ପଲ ଯାଦବ: ଅନେକ ଥର ଏବଂ ବହୁ ସମୟରେ ଗ୍ଲାମରେ ଲୁକରେ ନଜର ଆସିଛନ୍ତି ସମାଜବାଦୀ ପାର୍ଟିର ସାଂସଦ ଡିମ୍ପଲ ଯାଦବ। ଭାରତର ସୁନ୍ଦରୀ ନେତ୍ରୀ କହିଲେ ଡିମ୍ପଲଙ୍କ ଚେହେରା
More Stories
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ପତ୍ନୀଙ୍କଠାରୁ ଅଲଗା ହେଲେ ଏ.ଆର. ରେହମାନ…..
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର….