ରିପୋର୍ଟ କାର୍ଡ / ପୁରୀ
ପାକିସ୍ତାନର କରାଚିରେ ବସବାସ କରୁଥିବା ୩୦ରୁ ଅଧିକ ହିନ୍ଦୁ ପରିବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୋଲିସ ସମସ୍ତଙ୍କୁ ଯାଞ୍ଚ କରି ସିଂହଦ୍ବାର ଦେଇ ଦର୍ଶନ ପାଇଁ ଛାଡ଼ିଥିଲା। ଉଲ୍ଲେଖଯୋଗ୍ୟ ପାକିସ୍ତାନରେ ରହୁଥିବା ହିନ୍ଦୁ ପରିବାରମାନେ ଭାରତର ବିଭିନ୍ନ ତୀର୍ଥ ସ୍ଥାନ ବୁଲିବାକୁ ପ୍ରତିବର୍ଷ ଆସିଥା’ନ୍ତି। ଏହିକ୍ରମରେ ଗତ ୧୨ ତାରିଖରୁ ସେମାନେ ଭାରତକୁ ତୀର୍ଥଯାତ୍ରାରେ ଆସିଛନ୍ତି।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ…..
ପାକିସ୍ତାନ ଲିଙ୍କ ନେଇ ୭ ଦୋଷୀଙ୍କୁ ଜେଲ ଦଣ୍ତାଦେଶ….
ଜଗା ଦର୍ଶନ ପାଇଁ ସ୍ଲଟ ବୁକିଂ ବ୍ୟବସ୍ଥା…..