ପୁରୀ: ପୁରୀରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ଆଜି ସକାଳୁ ଭୁବନେଶ୍ୱରରୁ ପୁରୀ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତିଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ସମୁଖରେ ପହଁଚିବା ପରେ ସିଂହାରି ସେବାୟତ ଖନଡୁଆ ତାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ସେ ପତିତ ପାବନଙ୍କୁ ଦର୍ଶନ କରିବାପରେ ୨୨ ପାହାଚ ଦେଇ ପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିଥିଲେ । ପୂର୍ବ ଘୋଷଣା ମୁତାବକ କଙ୍ଗନା ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
More Stories
ଅଭିନେତାଙ୍କୁ ହତ୍ୟା ଧମକ……
‘ଗେମ୍ ଚେଞ୍ଜର’ ଓ ‘ପୁଷ୍ପା-୨’ ପ୍ରଯୋଜକଙ୍କ ଘରେ IT ରେଡ଼…..
ସଲମାନଙ୍କ ବାଲ୍କୋନୀରେ ଲାଗିଲା ବୁଲେଟ୍ପ୍ରୁଫ୍ କାଚ…..