ରିପୋର୍ଟ କାର୍ଡ / ପୁରୀ
ମାର୍ଗଶୀର ମାସ କୃଷ୍ଣ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହୁଏ । ତେଣୁ ବୁଧବାର ଅପରାହ୍ନ ୪ଟାରୁ କାଳିଆ ଦର୍ଶନ ବନ୍ଦ ମାର୍ଗଶୀର ମାସ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଯାହା ଫଳରେ ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।ଏହି ସମୟରେ ମହାପ୍ରଭୁଙ୍କୁ ସଧାରଣ ଭକ୍ତ ଦର୍ଶନ କରିପାରିବେନାହିଁ ।






More Stories
ସୁପ୍ରିମକୋର୍ଟରେ ଓଡିଶା ପୋଲିସ ଡିଜି ମାମଲା……
ଖୁବଶୀଘ୍ର ନୂଆ ଲୋକାୟୁକ୍ତ…..
ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ନିର୍ଦ୍ଦେଶ…..