ରିପୋର୍ଟ କାର୍ଡ / ଧନବାଦ
ଝାଡଖଣ୍ଡରର ଧନବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି | ଏହି ଦୁର୍ଘଟଣା ମଙ୍ଗଳବାର ଘଟିଛି | ଦ୍ରୁତ ଗତିରେ ଥିବା ଏକ କାର ପୋଲ ତଳକୁ ଖସି ପଡିବାରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କାର ଦ୍ରୁତ ଗତିରେ ଥିବାରୁ ଚାଳକ ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସି ପଡିଥିଲା। କାର ୧୦୦ ମିଟର ତଳକୁ ଖସିପଡ଼ିଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ମହିଳା ଓ ଗୋଟିଏ ଶିଶୁ ଥିଲେ ରହିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ଶେଷ ହେଲା ମୌସୁମୀ ଅଧିବେଶନ…..
ସମସ୍ତ ପାଇଲଟଙ୍କର ହେବ ଡୋପ୍ ଟେଷ୍ଟ…..
ୟୁକ୍ରେନ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ,୧୨ ମୃତ……