ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜଗତସିଂହପୁର ଜିଲ୍ଲା ବାଲିକୁଦା ଏବଂ ଏରସମାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ ରାଜନୀତିରୁ ଅବସର ନେଇଥିବା ପ୍ରକାଶ କରିଛନ୍ତି। ନବୀନ ନିବାସକୁ ଆସିବା ନେଇ ରଘୁ ନନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସ୍ବାସ୍ଥ୍ୟଗତ କାରଣରୁ ବାଲିକୁଦା ରାଜନୀତିରେ ସକ୍ରିୟ ନାହିଁ। ଧରି ନିଅନ୍ତୁ ମୁଁ ରାଜନୀତିରୁ ଅବସର ନେଇଗଲି। ବିଜେଡି ପ୍ରତି ମୋର ଆନୁଗତ୍ୟ ରହିବ ବୋଲି ସେ କହିଛନ୍ତି।ଗଣାମାଧ୍ୟମର ଏକ ପ୍ରଶ୍ନରେ ପୁଣି କହିଥିଲେ, ଟିକେଟ ମିଳିଲାନି ବୋଲି ଅସନ୍ତୋଷ ନାହିଁ। ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି, ବିଜେଡି ହାରିଥାନ୍ତା ବୋଲି ସେ କହିଛନ୍ତି।






More Stories
ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ…..
ଜେଲ୍ ଗଲେ ଚାମେଲି ଓଝା…..
ବାୟୁସେନା ବିମାନ କ୍ରାସ…..