ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପବିତ୍ର ଅଶୋକାଷ୍ଟମୀ । ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥ । ରଥରେ ଦର୍ଶନ ଦେବେ ଶ୍ରୀଲିଙ୍ଗରାଜ । ଭୋର ୪ଟାରୁ ୪ଟା ୩୦ ଯାଏଁ ଠାକୁରଙ୍କ ମଙ୍ଗଳ ଆଳତି କରାଯାଇଛି । ଦିନ ୧୦ଟା ୪୫ରୁ ପହଣ୍ଡି ଯାତ୍ରା । ୧ଟା ୪୫ରୁ ୨ଟା ୩୦ ଘୋଡାବନ୍ଧା, ରଥ ଚାରମାଳ ଖୋଲା । ଅପରାହ୍ଣ ୨ଟା ୩୦ରେ ରଥ ଟଣା ନୀତି ଆରମ୍ଭ ହେବ । ସଂଧ୍ୟା ୬ଟା ୩୦ ସୁଦ୍ଧା ରାମେଶ୍ବର ମନ୍ଦିରକୁ ବିଜେ କରିବେ ଲିଙ୍ଗରାଜ ମହାପ୍ରଭୁ ।






More Stories
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ଆସୁଛି ପଛକୁ ପଛ ୨ ଘୂର୍ଣ୍ଣିବଳୟ…..
ଷ୍ଟାଣ୍ଡିଙ୍ଗ କମିଟି ଗଠନ କଲେ ବାଚସ୍ପତି……