ରିପୋର୍ଟକାର୍ଡ / ଭୁବନେଶ୍ବର
ଓଡ଼ିଶାରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ନେଇ ମେରାଇନ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ସେ କହିଛନ୍ତି, କମ୍ୟୁନିଟି ପୋଲିସଙ୍ଗ ପ୍ରୋଗ୍ରାମ ୪ ମାସ ହେଲା ଆରମ୍ଭ କରାଯାଇଥିଲା I ଓଡ଼ିଶାର ୧୮ ଟି ଥାନା ସ୍ତରରେ କାମ କରାଯାଉଛିI ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ୯୦ ରୁ ୧୪୨କୁ ବୃଦ୍ଧି କରାଯାଇଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି I ମେରାଇନ ଥାନାଗୁଡ଼ିକୁ ଆର୍ଲଟ କରାଯାଇଛିI କୋଷ୍ଟ ଗାର୍ଡ, ନେଭି ସହ ଯୋଗାଯୋଗ କରାଯାଇଛି I ଡ୍ରୋନ ସହିତ ମେରାଇନ ପେଟ୍ରୋଲିଂ ସାଙ୍ଗରେ ଆର୍ମସ ଗାର୍ଡ ରଖାଯାଇଛି I ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛିI ଓଡ଼ିଶାର ସମସ୍ତ ମେରାଇନ ଥାନା ଏନେଇ ସଜାଗ ଅଛନ୍ତି I ପୂର୍ବତନ ଅଧିକାରୀମାନଙ୍କୁ କାର୍ଯ୍ୟରେ ଲଗାଯାଇଛି। ଖାଲି ସେତିକି ନୁହେଁ, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି I ମେରାଇନ ଥାନାଗୁଡ଼ିକୁ ଆର୍ଲଟ କରାଯାଇଛିI କୋଷ୍ଟ ଗାର୍ଡ, ନେଭି ସହ ଯୋଗାଯୋଗ କରାଯାଇଛି I ଡ୍ରୋନ ସହିତ ମେରାଇନ ପେଟ୍ରୋଲିଂ ସାଙ୍ଗରେ ଆର୍ମସ ଗାର୍ଡ ରଖାଯାଇଛି I ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛିI ଓଡ଼ିଶାର ସମସ୍ତ ମେରାଇନ ଥାନା ଏନେଇ ସଜାଗ ଅଛନ୍ତି I ପୂର୍ବତନ ଅଧିକାରୀମାନଙ୍କୁ କାର୍ଯ୍ୟରେ ଲଗାଯାଇଛି।
More Stories
ଧର୍ମଶାଳା ଏବିଡିଓ ଗିରଫ…..
୧୧ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭାବନା ….
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ !….