ରିପୋର୍ଟ କାର୍ଡ / ସୁନ୍ଦରଗଡ
ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜିଲ୍ଲା ଉଜ୍ୱଳ ପୁର ଫରେଷ୍ଟ ରେଞ୍ଜ ଅଫିସର ସଂଗ୍ରାମ ମଣିହିରା| ଆଜି ଭିଜିଲାନ୍ସ ମଣିହିରାଙ୍କ ଘର ରେଡ କରିଛି। ତେବେ ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗେ ଏହି ଚଢାଉ ହୋଇଥିବା ଜଣାପଡିଛି । ସୁନ୍ଦର ଗଡ, ବାଲିଙ୍ଗିର ସମେତ ଏକକାଳୀନ ୫ଟି ସ୍ଥାନରେ ଏହି ରେଡ ଜାରି ରହିଛି । ଏହି ଚଢାଉରେ ୫ ଜଣ ଡିଏସପି ଏବଂ ୮ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..